Home Tags Abhijit-Iyer-Mitra

Tag: Abhijit-Iyer-Mitra

ପୁରୀ : କୋଣାର୍କ ଜେଏମଏଫସି କୋର୍ଟ ଗୁରୁବାର ସାମ୍ବାଦିକ ଅଭିଜିତ ଆୟରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ବୁଧାର ଓଡ଼ିଶା ହାଇକୋର୍ଟ ଅଭିଜିତଙ୍କୁ ଅନ୍ୟ ଏକ ମାମଲାରେ ଜାମିନ୍ ପ୍ରଦାନ କରିଥିଲେ । ଏହାସହ ଆବଶ୍ୟକ ସର୍ତ୍ତ ରଖି ଜାମିନ ପ୍ରଦାନ କରିବାକୁ ନିମ୍ନ ଅଦାଲତକୁ ନିର୍ଦେଶ ଦେଇଥିଲେ । ଏହି କ୍ରମରେ କୋଣାର୍କ ଜେଏମ୍ଏଫସି କୋର୍ଟ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକା...
ଭୁବନେଶ୍ୱର : ରାଜ୍ୟର ବିଧାୟକମାନଙ୍କ ପ୍ରତି ମାନହାନିସୂଚକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ସ୍ୱାଧିକାର ଭଙ୍ଗ ପ୍ରସଙ୍ଗରେ ଗଠିତ ବିଧାନସଭା ଗୃହ କମିଟି କ୍ଷମା ଦେଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ଅଭିଜିତ ଗୃହ କମିଟି ନିକଟରେ ହାଜର ହୋଇ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିବା ସହ ଏସଂକ୍ରାନ୍ତ ସତ୍ୟପାଠ ଦାଖଲ କରିଥିଲେ। ଏହାର ତର୍ଜମା କରି ଗୃହ କମିଟି ତାଙ୍କୁ କ୍ଷମା ଦେଇଥିବା ଜଣାଯାଇଛି।...
ପୁରୀ : କୋଣାର୍କ ମନ୍ଦିରର କଳା ଓ ଭାସ୍କର୍ୟ୍ୟକୁ ନେଇ ଦେଇଥିବା ଅଶାଳୀନ ମନ୍ତବ୍ୟ  ଦେଇ ବିବାଦରେ ଫସିଥିବା ଅଭିଜିତ ଆୟାର ମିତ୍ର ଗିରଫ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ତାଙ୍କୁ ଗିରଫ କରିବା ପାଇଁ ଜେଲ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ୩ ସେକ୍ସନ ପୁଲିସ ଫୋର୍ସ ଦେବାକୁ ଜେଲ ବିଭାଗ, ଡିଜିପିଙ୍କୁ ଚିଠି ଲେଖିଛି। ଶୁକ୍ରବାର ବିଳମ୍ବିତ ରାତି ସୁଦ୍ଧା ଅଭିଜିତ କୋଣାର୍କ ଥାନାରେ ଆତ୍ମ ସମର୍ପଣ କରି...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी