Home Tags Abhijit

Tag: abhijit

ଭୁବନେଶ୍ବର: ଓଡ଼ିଶାର ସଂସ୍କୃତି, ଐତିହ୍ୟ ସର୍ବୋପରି ଓଡ଼ିଆମାନଙ୍କର ଭାବାବେଗ ସହିତ ଜଡ଼ିତ ଶ୍ରୀଜଗନ୍ନାଥଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିବା ଆୟାର ମିତ୍ର ଜେଲରେ ହଠାତ୍ ଅସୁସ୍ଥ ହୋଇପଡି ଥିବା ଜଣାପଡିଛି । ରବିବାର ସେ ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି । କଡା ସୁରକ୍ଷାବଳୟ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲ ଅଭିଜିତ ଚିକିତ୍ସାଧୀନ ରହିଥିବା ଜଣାପଡିଛି ।
ଭୁବନେଶ୍ୱର: ଅଭିଜିତ୍ ଆୟାର ମିତ୍ର ତୃତୀୟ ଥର ପାଇଁ ଶନିବାର ବିଧାନ ସଭା ଗୃହ କମିଟି ସମ୍ମୁଖରେ ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି । ସତ୍ୟପାଠ ଦାଖଲ ପରେ ତର୍ଜମା ହେବ ବୋଲି ବିରୋଧୀ ଦଳ ନେତା ତଥା ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି । ତର୍ଜମା ପରେ ସ୍ପଷ୍ଟୀକରଣ ଆବଶ୍ୟକତା ଥିଲେ ପୁଣି ତାଙ୍କୁ ଡକାଯିବ ବୋଲି ନରସିଂହ ମିଶ୍ର କହିଛନ୍ତି...
ଭୁବନେଶ୍ୱର: ଶୁକ୍ରବାର ଅଭିଜିତ୍ ଆୟର ମିତ୍ର ଦ୍ବିତୀୟ ଥର ପାଇଁ ବିଧାନସଭା ଗୃହ କମିଟି ସମ୍ମୁଖରେ ହାଜର ହୋଇଛନ୍ତି । ହେଲେ ନିର୍ଦ୍ଦେଶ ଅନୁଯାୟୀ ସେ ଆଜି ସତ୍ୟପାଠ ଦାଖଲ କରିପାରି ନାହଁନ୍ତି । ତେଣୁ ଆସନ୍ତା କାଲି ଅର୍ଥାତ୍ ଶନିବାର ଦିନ ତାଙ୍କୁ ଗୃହ କମିଟି ସମ୍ମୁଖରେ ହାଜର ହୋଇ ନିଜର ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ ହୋଇଛି । ଏହା ତାଙ୍କ ପାଇଁ ଶେଷ...
ଭୁବନେଶ୍ୱର: ମଙ୍ଗଳବାର ବିଧାନସଭା ଗୃହ କମିଟିରେ ଅଭିଜିତ ଆୟାର ମିତ୍ର ହାଜର ହୋଇ କ୍ଷମା ପ୍ରାର୍ଥନା କରିଛନ୍ତି । କ୍ଷମା ପ୍ରାର୍ଥନା ପରେ ନିଜର ‘ନିର୍ବୋଧ ପଣିଆ’ ଯୋଗୁଁ ସେ ଏପରି ମନ୍ତବ୍ୟ ଦେଇଥିବା ଅଭିଜିତ କହିଛନ୍ତି । ଆସନ୍ତା ନଭେମ୍ବର ୨ରେ ଗୃହ କମିଟିରେ ପୁଣି ହାଜର ହୋଇ ସତ୍ୟପାଠ ଦାଖଲ କରିବେ ବୋଲି ଅଭିଜିତଙ୍କୁ ନିର୍ଦ୍ଦେଶ ହୋଇଛି । ଗୃହ କମିଟି ବୈଠକ ପରେ ତାଙ୍କୁ...
ଭୁବନେଶ୍ୱର: କୋଣାର୍କ ମନ୍ଦିର ଓ ଜଗନ୍ନାଥ ମନ୍ଦିର ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟର ମିତ୍ର ଶୁକ୍ରବାର ଅପରାହ୍ନରେ ଭୁବନେଶ୍ବର ପହଞ୍ଚିଛନ୍ତି । ଗତକାଲି ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଦେଇଥିଲେ । ଜାମିନ ଖାରଜ ପରେ ତାଙ୍କର ଗିରଫ ସମ୍ଭାବନା ବଢି ଯାଇଛି । ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ହେଲିକପ୍ଟରରେ ଅଭିଜିତ ଆୟାର ମିତ୍ର ଓ ଆରତୀ...
ଭୁବନେଶ୍ୱର: ଗୁରୁବାର ସୁପ୍ରିମକୋର୍ଟ ଅଭିଜିତ ଆୟର ମିତ୍ରଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି । ଓଡିଶାର କୋଣାର୍କ ମନ୍ଦିର ଓ ଶ୍ରୀଜଗନ୍ନାଥ ମନ୍ଦିର ସମ୍ପର୍କରେ ସେ ଦେଇଥିବା ଅଶାଳୀନ ମନ୍ତବ୍ୟ କୋଟି କୋଟି ଓଡିଆଙ୍କ ମନକୁ ଗଭୀର କ୍ଷତ ପହଞ୍ଚାଇଛି । ତେଣୁ ତାଙ୍କ ଜାମିନ ଅବେଦନକୁ ସୁପ୍ରିମକୋର୍ଟ ପକ୍ଷରୁ ଖାରଜ କରି ଦିଆଯାଇଛି ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ,  ଗତ ୧୫ ତାରିଖରେ ପୂର୍ବତନ ସାଂସଦ...
ନୂଆଦିଲ୍ଲୀ: ଓଡିଶାର ଐତିହ୍ୟ ଓ ସଂସ୍କୃତି ବିଷୟରେ ଅଶାଳୀନ ମନ୍ତବ୍ୟ ଦେଇ ଗୁରୁବାର ମଧ୍ୟାହ୍ନରେ ଗିରଫ ହୋଇଥିବା ଅଭିଜିତ୍ ଆୟାର ମିତ୍ରଙ୍କୁ ଜାମିନ ମିଳିଛି । ଦିଲ୍ଲୀର ସାକେତ କୋର୍ଟ ଆସନ୍ତା ୨୮ ତାରିଖ ଯାଏଁ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛି । ସେପ୍ଟମ୍ବର ୨୮ ପରେ କୋଣାର୍କ ଥାନରେ ହାଜର ହେବାକୁ କୋର୍ଟ ନିର୍ଦେଶ ଦେଇଛି । ଓଡିଶା ପୁଲିସର ଟ୍ରାଞ୍ଜିଟ ରିମାଣ୍ଡ ଅବେଦନକୁ ସାକେତ...
ଭୁବନେଶ୍ୱର .- ବୈଜୟନ୍ତ ପଣ୍ଡା ଯେଉଁ ବନ୍ଧୁଙ୍କୁ ନେଇ  ହେଲିକପ୍ଟରେ ପୁରୀ ଓ କୋଣାର୍କ  ବୁଲାଇ ବିବାଦରେ ଫସିଛନ୍ତି  । ସେହି ବନ୍ଧୁ ଅଭିଜିତ୍‌ ଆୟର ଓଡିଆଙ୍କ ପ୍ରତି ସାମାଜିକ ଗଣମାଧ୍ୟମରେ ଅତି ଅରୁଚିକର ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଛି । ଜଗନ୍ନାଥ ବଙ୍ଗାଳୀଙ୍କର ଏବଂ କଳିଙ୍ଗର ରାଜା ସେଠାରେ ଜଗନ୍ନାଥଙ୍କୁ ନେଇ ଆସିଥିବା ଅଭିଜତ୍‌ ନିଜ ଟ୍ୱିଟର ଆକାଉଣ୍ଟରେ ଦର୍ଶାଇଛନ୍ତି । କେବଳ ସେତିକି ନୁହେଁ କୋଣାର୍କ ମନ୍ଦରକୁ...

ବହୁ ଚର୍ଚ୍ଚିତ ଖବର

Saturday, May 25, 2019
ଓଡ଼ିଆ | English | हिंदी