‘ଭୁଲ୍‍ ଭୁଲୈୟା-୨’ରେ ତବୁଙ୍କ ଏଣ୍ଟ୍ରି

ମୁମ୍ବଇ : କାର୍ତ୍ତିକ ଆର୍ଯ୍ୟନ ଓ କିଆରା ଆଡ଼ଭାଣୀଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଭୁଲ୍‍ ଭୁଲୈୟା-୨’ରେ ତବୁ ଏଣ୍ଟ୍ରି କରିଛନ୍ତି। ସେ ଏହି ଚଳଚ୍ଚିତ୍ରରେ ନଜର ଆସିବେ ବୋଲି ନିକଟରେ ସୂଚନା ମିଳିଛି।
ମିଳିଥିବା ଖବର ଅନୁସାରେ, ତବୁ ଏହି ଚଳଚ୍ଚିତ୍ର ପାଇଁ ରାଜି ହୋଇଛନ୍ତି। ସ୍କ୍ରିପ୍ଟ ଓ ନିଜ ଚରିତ୍ର ତବୁଙ୍କୁ ପସନ୍ଦ ଆସିଥିବା ନିର୍ମାତା କହିଛନ୍ତି। ଜାନୁଆରୀ ମାସରୁ ସେ ଶୁଟଂ ଆରମ୍ଭ କରିବେ। ଲଣ୍ଡନ ଓ ରାଜସ୍ଥାନରେ ସେ ଶୁଟିଂ କରିବେ।

Comments are closed.