www.samajalive.in
Monday, December 8, 2025
27.1 C
Bhubaneswar

କେଉଁ ଅଙ୍ଗରେ ଝିଟିପିଟି ପଡିଲେ ଦେଇଥାଏ କି ସଂକେତ ?

ସାଧାରଣତଃ ଝିଟିପିଟି ସମସ୍ତଙ୍କ ଘରେ ଦେଖାଯାଏ। ଅନେକ ଏହାକୁ ଶୁଭ ଓ କେତେକ ଏହାକୁ ଅଶୁଭ ବୋଲି ବିବେଚନା କରିଥାନ୍ତି। ତେବେ ଆମେ ଜାଣିବା ଝିଟିପିଟି ଆମର କେଉଁ ଅଙ୍ଗରେ ପଡିଲେ ଶୁଭଫଳ ଦେଇଥାଏ ଓ କେଉଁ ଅଙ୍ଗରେ ପଡିଲେ ଅଶୁଭ ଫଳ ଦେଇଥାଏ।

-ଝିଟିପିଟି ମୁଣ୍ଡରେ ପଡିଲେ ରାଜ୍ୟଲାଭ ବା ରାଜ୍ୟତୁଲ୍ୟ ସୁଖଲାଭ ହୋଇଥାଏ।
– ଝିଟିପିଟି କାନରେ ପଡିଲେ ଅଳଙ୍କାର ଆଦି ଲାଭ ହୋଇଥାଏ।

– ଛାଡି ପଞ୍ଜରାରେ ଓ ଆଖି ଉପରେ ଝିଟିପିଟି ପଡିଲେ ବନ୍ଧୁ ମିଳନର ସୁଯୋଗ ମିଳେ।
– ନାକ ଉପରେ ଝିଟିପିଟି ପଡିଲେ ସୁଗନ୍ଧିତ ଦ୍ରବ୍ୟ ଲାଭ ହୁଏ।
– ବାମ ବା ଡାହାଣ ବାହୁରେ ଝିଟିପିଟି ପଡିଲେ ମାନସିକ ଆନନ୍ଦଲାଭ ହୁଏ।
– ଅଣ୍ଟାରେ ଝିଟିପିଟି ପଡିଲେ ନୂଆ ବସ୍ତ୍ର ଲାଭ ହୁଏ।
– ପିଠିରେ ଝିଟିପିଟି ପଡିଲେ ଭୂ-ସମ୍ପତ୍ତି ଲାଭ ହୁଏ।
– ହାତରେ ଝିଟିପିଟି ପଡିଲେ ଅର୍ଥଲାଭ ହୋଇଥାଏ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories