ରାଫେଲ ଶୁଣାଣି ମୁଲତବି

0

ନୂଆଦିଲ୍ଲୀ: ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଫେଲ ଯୁଦ୍ଧ ବିମାନ କ୍ରୟ ପ୍ରକ୍ରିୟା ଉପରେ ରହିତା ଦେଶ ଜାରି କରିବା ପାଇଁ କରାଯାଇ ଥିବା ଜନସ୍ୱାର୍ଥ ମାମଲାକୁ ମୁଲତବି କରିଛି ସୁପ୍ରିମ କୋର୍ଟ। ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟସନ ନବୀନ ସିହ୍ନା ଓ ଜଷ୍ଟିସ କେ ଏମ ଜୋସେଫଙ୍କ ଦ୍ୱାରା ଗଠିତ ଖଣ୍ଡପିଠ ଉକ୍ତ ମାମଲାକୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ମୁଲତବି କରିଛନ୍ତି। ଆଇନଜୀବୀ ଏମ ଏଲ ଶର୍ମାଙ୍କ ଦ୍ୱାରା ଅତିରିକ୍ତ ଦସ୍ତାବିଜ ଦାଖଲ ପାଇଁ ସମୟ ମାଗିବାରୁ କୋର୍ଟ ପକ୍ଷରୁ ରାଫେଲ ଶୁଣାଣିକୁ ମୁଲତବି କରାଯାଇଛି।

Leave A Reply