ହାତୀ ଆକ୍ରମଣରେ ଜଣେ ମୃତ

0

କୋଇଡା : ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ଝିରିପାଣି ଗାଁରେ ହାତୀ ଆକ୍ରମଣ। ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ମନହରି ମୁଣ୍ଡା (୭୨)। ମନହରି କ୍ଷେତକୁ ଯିବା ସମୟରେ ହାତୀ ଆକ୍ରମଣ କରିଥିଲା। ଫଳରେ ମନହରିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଶବକୁ ଵିଵେଛେଦ ପାଇଁ ଲହୁଣୀପଡା ପଠାଯାଇଥିବା ଜଣାପଡିଛି ।

Leave A Reply