ଡ୍ୟୁଟି ସମୟରେ ମଦ୍ୟପାନକରି ବେହୋସ ପୁଲିସ କର୍ମଚାରୀ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲାରେ ଥିବା ସବଡ଼େଗା ସାପ୍ତାହିକ ହାଟରେ ବୁଧବାର ଡ଼୍ୟୁଟି ସମୟରେ ଜଣେ ପୁଲିସ କର୍ମଚାରୀ ମଦ୍ୟପାନ କରି ବୋହାସ ହୋଇ  ପଡ଼ି ରହିଥିବା ଦେଖିବାକୁ ମିଳିଛି। ହାଟ ଡ଼୍ୟୁଟି କରିବାକୁ ଆସି ହାଟ ମଝିରେ ପୁଲିସ୍ କର୍ମଚାରୀ ଜଣଙ୍କ ବେହାସ ହୋଇ ଶୋଇବା ଘଟଣା ସମଗ୍ର ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।

 

Comments are closed.