ସୁନ୍ଦରଗଡରେ ଜିଲ୍ଲା ସ୍ଥରୀୟ ସ୍ୱାଧୀନତା ଦିବସ ପାଳନ

ସୁନ୍ଦରଗଡ: ସୁନ୍ଦରଗଡ ସ୍ଥିତ ଭବାନୀ ଭବନ ପଡିଆରେ ପାଳିତ ହୋଇଛି ୭୩ ତମ ସ୍ୱାଧୀନତା ଦିବସ। ଜିଲ୍ଲା ସ୍ଥରୀୟ ସ୍ୱାଧୀନତା ଦିବସ ଅବସରରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗଦେଇ ପତାକା ଉତ୍ତୋଳନ କରିବାସହ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଜିଲ୍ଲା ସ୍ଥରୀୟ ସ୍ୱାଧୀନତା ଦିବସ ପାଳନରେ ସୁନ୍ଦରଗଡ ଜିଲ୍ଲାପାଳ ଶ୍ରୀ ନିଖିଲ ପୱନ କଲ୍ୟାଣ ଏବଂ ଏସପି ସୌମ୍ୟା ମିଶ୍ର ଯୋଗଦେଇଥିଲେ।

Comments are closed.