ବସ ଓଲଟି ୧୫ ଯାତ୍ରୀ ଆହତ

0

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ବଡଗାଁ ଥାନା ଏକମା ନିକଟ ଘାଟି ରାସ୍ତାରେ ରବିବାର ଏକ ବସ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି ।  ଆହତଙ୍କୁ ବଡ଼ଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ବସଟି ସୁନ୍ଦରଗଡ଼ରୁ ସବଡେଗା ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି ।

Leave A Reply