ଅଂଶୁଘାତରେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଅଭିଯୋଗ

0

ବରଗଡ: ଅଂଶୁଘାତରେ ବିଜେପୁର ଗୃହରକ୍ଷୀ ପ୍ରେମରାଜ ସୁନ(୩୮)ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । କାର୍ଯ୍ୟରତ ଅବସ୍ଥାରେ  ଗତକାଲି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଶବ ବ୍ୟବଚ୍ଛେଦ ପରେ ଆଜି ତାଙ୍କ ମର ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସେ ବରଗଡ ଜିଲା ବିଜେପୁର ବ୍ଳକ୍ ଅନ୍ତର୍ଗତ ବାଉସେନପାଲି ଗାଁର ମୂଳ ବାସିନ୍ଦା ବୋଲି ଜଣାପଡିଛି ।

Leave A Reply