ସୂର୍ଯ୍ୟଙ୍କ କୃପାରୁ ବଦଳି ଯିବ ଆପଣଙ୍କ ଭାଗ୍ୟ

ରବିବାର ସୂର୍ଯ୍ୟ ଦେବତାଙ୍କ ଦିନ ଭାବରେ ଜଣାଯାଏ । ସୂର୍ଯ୍ୟ ଦେବତ ହେଉଛନ୍ତି ଯଶ ବା ବୈଭବର ଦେବତା । ତାଙ୍କୁ ପୂଜା କରିବା ଦ୍ୱାରା ଧନ-ଧାନ୍ୟ ଓ ସୁଖ-ସମୃଦ୍ଧି ପ୍ରାପ୍ତି ହୋଇଥାଏ ।

ଆପଣଙ୍କର ଆର୍ଥିକ ସଂକଟରେ ଗତି କରୁଛନ୍ତି କି? ଆପଣ ବହୁତ ଚେଷ୍ଟା କରି ମଧ୍ୟ ହାତରେ ଟଙ୍କା ରହୁନି ଏବଂ ଆପଣଙ୍କର ସମ୍ମାନହାନି ଘଟୁଛି ତେବେ ରବିବାର ଏହି ଉପାୟ ଗ୍ରହଣ କଲେ ଧନ ଓ ସମ୍ମାନ ଦୁଇଟି ଯାକ ଆପଣ ହାସଲ କରି ପାରିବେ । ଜାଣନ୍ତୁ ଉପାୟ….

ରବିବାର ରାତିରେ ଏକ ଗ୍ଲାସ୍ କ୍ଷୀର ଶେଯ ପାଖରେ ରଖି ଶୋଇବେ । ସାବଧାନରେ ଶୋଇବେ ଯେପରି ହାତ ବାଜି କ୍ଷୀର ଢାଳି ନ ଯାଏ । ପର ଦିନ ସକାଳୁ ଉଠି ସ୍ନାନ ସାରି ସେହି କ୍ଷୀରକୁ ନେଇ ବବୁଲ ଗଛ ମୂଳରେ ଢାଳିବେ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ଆର୍ଥିକ ଅନଟନ ଦୂର ହେବା ସହ ସୁଖ ଓ ସମୃଦ୍ଧି ପ୍ରାପ୍ତି ହେବ ।

Comments are closed.