ପୁଲିସ ଅଧିକାରୀ ପୁଅଙ୍କ ଆତ୍ମହତ୍ୟା ଅଭିଯୋଗ

0

ଭୁବନେଶ୍ୱର : ରାଜଧାନୀରେ ଏକ ଦୁଃଖଦ ଘଟଣା ଘଟିଛି। ଭୁବନେଶ୍ୱର ଏସିପି ସଞ୍ଜୀବ ଶତପଥୀଙ୍କ ନାବାଳକ ପୁଅର ସନ୍ଦେହଜନକ  ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହକୁ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ସେ ଏକ ଘରୋଇ ବିଦ୍ୟାଳୟରେ ସପ୍ତମ ଶ୍ରେଣୀର ଛାତ୍ର ଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

Leave A Reply