ବେକରେ ରଶି ଲଗାଇ ଆତ୍ମହତ୍ୟା ଅଭିଯୋଗ

0

ନବରଙ୍ଗପୁର : ନବରଙ୍ଗପୁର ସହର ପୂର୍ତବିଭାଗ ଡ଼ାକ ବଙ୍ଗଳାରେ ସେନାପତି ସାହିରେ ଜଣେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ହେଲେ ପ୍ରେମ ଚନ୍ଦ୍ର ବାଗ (୬୨)। ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରେମ ଚନ୍ଦ୍ର ବାଗ ଜଣେ ଅବସର ପ୍ରାପ୍ତ ଅତିରିକ୍ତ ଉପ-ଆରକ୍ଷୀ ଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply