ବିଷ ପିଇ ୩ନାବାଳିକା ଭଉଣୀ ଗୁରୁତର

0

ରାଉରକେଲା : ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ପାତାଳକାଣ୍ଡ ଗ୍ରାମରେ ଶନିବାର ବିଷ ପିଇ ତିନି ଜଣ ନାବାଳିକା ଭଉଣୀ ଗୁରୁତର ହୋଇଛନ୍ତି। ଭଉଣୀ ତିନି ଜଣ ମାନସିକ ଭାରସାମ୍ୟ ହାଇ ବିଷ ପାନ କରିଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ତିନି ଜଣ ଭଉଣୀଙ୍କୁ ଡ଼ାକ୍ତରଖାନା‌ରେ ଭର୍ତ୍ତି କରାଯାଇଛି।

Leave A Reply