ଦେହରେ କିରୋସିନି ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

0

ମାଲକାନଗିରି : ମାଲକାନଗିରି ବସ୍ ଷ୍ଟାଣ୍ଡ ପାଖରେ ଜଶେ ଯୁବକ ନିଜ ଦେହରେ କିରୋସିନି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି।
ଯୁବକଙ୍କ ନାମ ରାଇସିଂ ଯାଦବ। ଯୁବକ ଜଣଙ୍କ ଦିଲ୍ଲୀର ବୋଲି ଜଣାପଡିଛି। ସେ ମାଲକାନଗିରି ଜିଲ୍ଲାର ପଡ଼ିଆ ଅଞ୍ଚଳରେ ଵିଵାହ କରିଛନ୍ତି। ଅତ୍ୟଧିକ ମଦ୍ୟପାନ କରି ନିଜେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛନ୍ତି। ପାଖରେ ଥିବା ଯୁବକ ମାନେ ତାଙ୍କୁ ବଞ୍ଚେଇଲେ।

Leave A Reply