ବଲାଙ୍ଗୀର ଛାତ୍ର କଂଗ୍ରେସ ସଭାପତି ମୃତ

0

ବଲାଙ୍ଗୀର: ବଲାଙ୍ଗୀର ଜିଲା ଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ ମିଶ୍ରଙ୍କ ମୃତ୍ୟୁ ଘଟିଛି। ବୀରମୁଣ୍ଡାସ୍ଥିତ ଫାର୍ମହାଉସ୍‍ରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଫାର୍ମ ହାଉସ୍‍ ନିକଟରୁ ତାଙ୍କର ଗୋଟିଏ ଗାଡ଼ି ଓ ମଦ ବୋତଲ ଠାବ କରାଯାଇଛି। ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply