ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ

0

ବଲାଙ୍ଗୀର:  ଲୁଇଶିଙ୍ଗା ବ୍ଲକ୍‌ ଅନ୍ତର୍ଗତ ପତରା ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରାଯାଇଛି । ଉଭୟ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବେ ବୋଲି ପାରିପାର୍ଶ୍ବ ଅବସ୍ଥାରୁ ଅନୁମାନ କରାଯାଉଛି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ପ୍ରେମିକାଙ୍କ ଅବସ୍ଥାରେ ଉନ୍ନତି ଘଟିଥିବା ବେଳେ ପ୍ରେମିକର ଅବସ୍ଥା ଗୁରୁତର ରହିଛି ।

Leave A Reply