ସଫଳତାରମନ୍ତ୍ର

0

ଥଟ୍ଟାତାମସା କରି କେହି ମଧ୍ୟ କୌଣସି କାମକୁ ପୂର୍ଣ୍ଣାଙ୍ଗ ରୂପ ଦେଇପାରନ୍ତି ନାହିଁ। ଏଣୁ ନୀରବ ରହି ନିଜ କାମକୁ ସମାପନ କରିବା ଶ୍ରେୟସ୍କର।

l ପରିଶ୍ରମ କଲେ ହିଁ ସଫଳତା ମିଳିଥାଏ। ଏଥିରେ ଦ୍ବିମତ ନ ହୋଇ କର୍ମକୁ ପ୍ରାଧାନ୍ୟ ଦିଅ।

ମନ୍ଦ ଚିନ୍ତାଧାରୀ ଓ କପଟୀମାନେ ହିଁ ସବୁଠୁ ଅସହିଷ୍ଣୁ। ଏଣୁ ଏମାନଙ୍କ ସହ ଆଳାପ କଲେ ଅକୃତକାର୍ଯ୍ୟ ହେବା ଥୟ।

ଅନ୍ୟର କାମକୁ ତର୍ଜମା କରି ଥଟ୍ଟା କରୁଥିବା ଲୋକ ନିଜ ଅସଫଳତାକୁ ଠଉରାଇ ପାରେନାହିଁ।

l କାର୍ଯ୍ୟ ବ୍ୟସ୍ତତାର ଦ୍ବାହି ଦେଇ ମିଛ କହୁଥିବା ଲୋକେ କେବେହେଲେ ସଫଳ ହୋଇପାରନ୍ତି ନାହିଁ।

Leave A Reply