ପରୀକ୍ଷା ଭଲ ନ ହେବାରୁ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା !

0

ଅନୁଗୋଳ: ଅନୁଗୋଳ ଥାନା ଶିକ୍ଷକପଡା ଅଞ୍ଚଳରେ ଜଣେ ମାଟ୍ରିକ ପରୀକ୍ଷାର୍ଥୀ ଆତ୍ମହତ୍ୟା କରିଛନ୍ତି। ପରୀକ୍ଷାରେ ଭଲ ହୋଇ ନଥିବା ଯୋଗୁଁ ସେ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି । ମୃତକ ହେଲେ ବିପିନ ବିହାରୀ ପଣ୍ଡାଙ୍କ ଝିଅ ରଶ୍ମିରେଖା ପଣ୍ଡା । ସେ ଅନୁଗୋଳ ବାଳିକା ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ । ଅନୁଗୋଳ ଟାଉନ ହାଇସ୍କୁଲରେ ରଶ୍ମିରେଖା ମାଟ୍ରିକ ପରୀକ୍ଷା ଦେଉଥିଲେ । ତେବେ ଅନୁଗୋଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

Leave A Reply