ପୁଣି ନାବାଳିକା ଛାତ୍ରୀ ଗର୍ଭବତୀ

0

ଉଦଳା : ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣା ବର୍ତ୍ତମାନ ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସୁଛି । ସେହି କ୍ରମରେ ଉଦଳାରେ ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି । ପୀଡିତା ଜଣଙ୍କ ହେଲେ ମୟୁରଭଞ୍ଜ ଜିଲା ଉଦାଳର ଏକ ଆଶ୍ରମରେ ରହି ପଢୁଥିବା ନବମ ଶ୍ରେଣୀ । ଏନେଇ ଆଶ୍ରମର ପ୍ରଧାନ ଶିକ୍ଷକ ଉଦଳା ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply