ବାର୍ଦ୍ଧକ୍ୟ ଭତ୍ତା ପାଇଁ ଅନଶନ ବେଳେ ଜଣେ ଅସୁସ୍ଥ

ଛତ୍ରପୁର : ବାର୍ଦ୍ଧକ୍ୟ ଭତ୍ତା ଦାବିରେ ଅନଶନ କରୁଥିବା ବେଳେ ଜଣେ ଅସୁସ୍ଥ ହୋଇ ପଡିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଆନ୍ଦୋଳନକାରୀଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ଖଲ୍ଲିକୋଟ ବ୍ଳକ୍ ଜାନପୁର ପଞ୍ଚାୟତ ଦେଉଳ ସାହି ଓ କରଞ୍ଜା ଗାଁର ୩୦ରୁ ଉର୍ଦ୍ଧ୍ବ ବୃଦ୍ଧବୃଦ୍ଧା ଅନଶନରେ ବସିଥିଲେ ।

Comments are closed.