ମଣ୍ଡିରେ ଧାନ କିଣା ଯାଉ ନଥିବାରୁ ଚାଷୀଙ୍କ ବିକ୍ଷୋଭ

ଧର୍ମଗଡ : ଧର୍ମଗଡ ମଣ୍ଡିରେ ଧାନ କିଣା ଯାଉ ନଥିବାରୁ ଚାଷୀଙ୍କ ବିକ୍ଷୋଭ କରିଛନ୍ତି। ଚାଷୀମାନେ କଲମପୁର ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ଧାନ ବୋଝେଇ ଟ୍ରକ ରଖି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ଫଳରେ ଜୁନାଗଡ-କଲମପୁର ରାସ୍ତାରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି।

Comments are closed.