ବିଦ୍ୟୁତ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ଜଗତସିଂହପୁର : ‘ଫନି’ ବାତ୍ୟାର ୧୩ ଦିନ ବିତି ଯାଇଥିବା ପରେ ମଧ୍ୟ ବିଦ୍ୟୁତ ଆସି ନ ଥିବାରୁ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରୁଛନ୍ତି। ବୁଧବାର ଦିନ ରଘୁନାଥପୁର ବଜାର କମିଟି ତରଫରୁ କଟକ-ପାରାଦୀପ ରାସ୍ତାକୁ ସ୍ଥାନୀୟ ଲୋକେ ଅବରୋଧ କରିଛନ୍ତି। କନ୍ଦରପୁର-ଜଗତସିଂହପୁର ରାସ୍ତାର ବିରିଡି ଛକ​‌ରେ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି। ଏହାଫଳରେ ଯାତାୟତ ବାଧାପ୍ରାପ୍ତ ହେଉଥିବା ପରିଲକ୍ଷିତ ହେଉଛି।

Comments are closed.