କିରେଇ ନିକଟରେ ବିଜୁ ଏକ୍ସପ୍ରେସ ୱେ ଅବରୋଧ

0

ସୁନ୍ଦରଗଡ : କିରେଇ ନିକଟରେ ବିଜୁ ଏକ୍ସପ୍ରେସ ୱେ ଅବରୋଧ କରାଯାଇଛି। ଅଗ୍ରିଆ ସମାଜ ପକ୍ଷରୁ ଏହାକୁ ଅବରୋଧ କରାଯାଇଛି। ଆଇଟିଟି କର୍ମଚାରୀଙ୍କ ବହିଷ୍କାର ପ୍ରତିବାଦରେ ଏପରି କରାଯାଉଥିବାର ଜଣାପଡିଛି।

Leave A Reply