ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଅର୍ଥନୈତିକ ଅବରୋଧ

0

ସମ୍ବଲପୁର : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଖୁବ ଜୋର ଧରିଛି। ଏଥିରେ ପଶ୍ଚିମ ଓଡ଼ିଶା ଓକିଲ ସଂଙ୍ଘ ପକ୍ଷରୁ ୩ ଦିନିଆ ଅର୍ଥନୈତିକ ଅବରୋଧ ପାଇଁ ଡ଼ାକରା ଦିଆଯାଇଛି। ଶିଳ୍ପ ସଂସ୍ଥାକୁ ମାଲ ପରିବହନ କରୁଥିବା ଗାଡିକୁ ବିଭିନ୍ନ ସ୍ଥାନରେ ଅଟକ ରଖାଯାଇଛି। ଅଇଁଠାପାଲ୍ଲୀ ଛକ ସମେତ ବିଭିନ୍ନ ସ୍ଥାନରେ ଆଇଜୀବୀ ପିକେଟିଂ କରିଛନ୍ତି।

Leave A Reply