୧୨ଘଣ୍ଟିଆ ତାଳଚେର ବନ୍ଦ

0

ଅନୁଗୁଳ : ତାଳଚେର ସୁରକ୍ଷା ପରିଷଦ ପକ୍ଷରୁ ୩ ଦଫା ଦାବିରେ ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆଯାଇଛି। ଅଣ୍ଡର ଗ୍ରାଉଣ୍ଡକୋଇଲା ଖଣିରେ ଖାଲିଥିବା ଜାଗାରେ ବାଲି ଭର୍ତ୍ତି କରିବା, ଧୂଳି ଧୁଆ ଯୋଗୁଁ ତାଳଚେର ବାସୀ ବିଭିନ୍ନପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାଳଚେର ଅଞ୍ଚଳରେ ମେଡିକାଲ କଲେଜକୁ ତୁରନ୍ତ ଚାଲୁ କରାଯିବାକୁଦାବି କରାଯାଇଛି।  ଏହି ଦାବି ଗୁଡିକୁ ନେଇ ତାଳଚେରଅଞ୍ଚଳରେ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରା ଫଳରେ ସ୍କୁଲ କଲେଜ, ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ଗାଡିଚଳାଚଳ, କୋଇଲା ଖଣି ଆଦି ସମ୍ପୁର୍ଣ୍ଣ ବନ୍ଦ କରାଯାଇଛି।  

Leave A Reply