ଏସାର ଷ୍ଟିଲ୍‍ ସମ୍ମୁଖରେ ଶ୍ରମିକଙ୍କ ଧାରଣା

0

ପାରାଦୀପ : ସ୍ଥାନୀୟ ଏସାର ଷ୍ଟିଲ୍‍ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକମାନେ ଧାରଣାରେ ବସିଛନ୍ତି। ଏକାଧିକ ଦାବି ପୂରଣ ପାଇଁ  ଭାରତୀୟ ଶ୍ରମିକ ସଂଘ ପୂର୍ବରୁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ବେ ଦାବି ପୂରଣ ନ ହେବାରୁ ସେମାନେ  ଧାରଣା ଦେଇଥିବା କହିଛନ୍ତି। ଶୁକ୍ରବାର ସକାଳୁ ଶ୍ରମିକମାନେ ଏସାର ଷ୍ଟିଲ୍‍ର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଅବ୍ୟାହତ ରହିବ ବୋଲି ସେମାନେ କହିଛନ୍ତି।

Leave A Reply