ସମ୍ପୂର୍ଣ୍ଣ ଫସଲବୀମା ଦାବିରେ ଆନ୍ଦୋଳନ

0

ଭେଡେନ : ବରଗଡ଼ ଜିଲାର ଭେଡେନ ଠାରେ ସମ୍ପୂର୍ଣ୍ଣ ଫସଲବୀମା ଦାବିରେ ଚାଷୀମାନେ ଭେଡେନ ବନ୍ଦ କରିବାସହ ତହସିଲ ଅଫିସରେ ତାଲା ପକାଇଛନ୍ତି। ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଚାଷୀଙ୍କ ଏହି ଆନ୍ଦୋଳନକୁ ବହୁ ସଂଘଠନ ସମର୍ଥନ କରିଛନ୍ତି । ଏଥିପାଇଁ ସରକାରୀ , ବେସରକାରୀ ଅଫିସ ଓ ଗାଡି ମୋଟର ସମ୍ପୂର୍ଣ୍ଣ ବନ୍ଦ ରହିଛି ।

Leave A Reply