ସୁନ୍ଦରଗଡ ୧୨ ଘଣ୍ଟିଆ ବନ୍ଦ ଡାକରା

0

ସୁନ୍ଦରଗଡ : ସମ୍ପୂର୍ଣ୍ଣ ଟୋଲ ଫି ଉଚ୍ଛେଦ୍ଦ ଦାବିରେ ଶନିବାର ସୁନ୍ଦରଗଡ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ନାଗରିକ କମିଟି କର୍ମକର୍ତ୍ତାମାନେ ବିକ୍ଷୋଭ ଜାରି ରଖିଛନ୍ତି । ଏହାର ପ୍ରଭାବରେ ସହରରେ ସମ୍ପୂର୍ଣ୍ଣ ଭାବେ ଗାଡ଼ି ଚଳାଚଳ ବନ୍ଦ ରହିଛି । ଏହାକୁ ସ୍ଥାନୀୟଲୋକେ ସମର୍ଥନ ଜଣାଇଛନ୍ତି ।

Leave A Reply