ରୋଷେଇ ବେଳେ ଫାଟିଲା ଷ୍ଟୋଭ, ମହିଳା ମୃତ

0

ଯାଜପୁର: ଯାଜପୁର ଜିଲା ବୈଦ୍ୟରାଜପୁର ଅଞ୍ଚଳରେ ଏକ ଅଘଟଣ ଘଟିଯାଇଛି। ନିଆଁରେ ଜଳି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ରୋଷେଇ କରୁଥିବା ବେଳେ ଷ୍ଟୋଭ ବିସ୍ଫୋରଣ ହୋଇ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ମୄତ ମହିଳା ଜଣକ ହେଲେ ଲିପାରାଣୀ ସାହୁ।

Leave A Reply