୧.୫ଲକ୍ଷ ଟଙ୍କା ଚୋରି ଅଭିଯୋଗ

0

ରାଉରକେଲା: ସେକ୍ଟର-୪ ରେ ରହୁଥିବା ସଞ୍ଜୟ ଗୌତମଙ୍କ କ୍ବାଟରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ୧.୫ଲକ୍ଷ ଟଙ୍କା ଚୋରି ହୋଇଛି। ସଞ୍ଜୟ ୪ ଦିନ ହେଲା ଘରେ ନ ଥିଲେ। ମଙ୍ଗଳବାର ସେ ଘରକୁ ଆସିବାରୁ ଏହି ଚୋରି ବିଷୟରେ ଜାଣିବାକୁ ପାଇଥିଲେ। ଏନେଇ ସେ ସେକ୍ଟର-୩ ଥାନାରେ ଅଭିଯୋଗ କରିଛନ୍ତି।

Leave A Reply