ଚୋରଙ୍କୁ ଧରି ନିସ୍ତୁକ ମାଡ଼

0

ଜଳେଶ୍ୱର : ଭୋଗରାଇ ବ୍ଲକ କୁଳିଦା ଗାଁରେ ଚୋରି ଅଭିଯୋଗରେ ୩ଜଣଙ୍କୁ ଧରି ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ୩ ଜଣ ଚୋରଙ୍କୁ ଗାଁର ସ୍କୁଲ ଘରେ ଗ୍ରାମବାସୀ ବାନ୍ଧି ରଖିଛନ୍ତି । ଚୋରଙ୍କ ଠାରୁ ଏକ ଭ୍ୟାନ ସହ ବିଭିନ୍ନ ଚୋରିମାଲ ଜବତ ହୋଇଛି। ଘଟଣାସ୍ଥଳରେ ଏଯାଏଁ ପୁଲିସ ପହଞ୍ଚି ନଥିବା ସୂଚନା ମିଳିଛି।

Leave A Reply