ଆଇପିଏଲ୍ ବେଟିଂ : ୧୦ ଲକ୍ଷ ଟଙ୍କା ଜବତ ୭ ଗିରଫ

0

ବ୍ରହ୍ମପୁର :  ଆସିକା ପୁଲିସ ଆଇପିଏଲ୍ ବେଟିଂ ରାକେଟ କୁ ଗିରଫ କରିଛି । ୧୦ ଲକ୍ଷ ଟଙ୍କା ଜବତ କରିବା ସହିତ ସାତ ଜଣଙ୍କୁ ଗିରଫ କରିଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ୍ ସୂଚନା ଦେଇଛି । ନିରଞନ ସାବତ ଙ୍କ ଦୋକାନରେ ଆଇପିଏଲ୍ ବେଟିଂ ଚାଲୁଥିବା ଜାଣିବା ପରେ ପୁଲିସ୍ ଚଢାଉ କରିଥିଲା । ସେଠାରୁ ବହୁ ଇଲେକଟ୍ରୋନିକ ସରଞ୍ଜାମ ଜବତ କରିଥିବା ପୁଲିସ ସୁଚନା ଦେଇଛି ।

Leave A Reply