ଜନ୍ମାଷ୍ଟମୀ ସ୍ପେଶାଲ: ଲହୁଣୀ ମିଶ୍ରି

ଜନ୍ମାଷ୍ଟମୀ ଅବସରରେ ଭଗବାନ କୃଷ୍ଣଙ୍କ ନିକଟରେ ଭୋଗ ଲାଗନ୍ତୁ ସୁଦ୍ଧ ଲହୁଣୀ ମିଶ୍ରି । ତେବେ ଆସନ୍ତୁ ଜାଣିବା ଲହୁଣୀ ମିଶ୍ରି ପ୍ରସାଦ ଘରେ ପ୍ରସ୍ତୁତ କରିବାର ସହଜ ଉପାୟ…..

ଆଶ୍ୟକୀୟ ସାମଗ୍ରୀ: ଏକ କେଜି ଦହି, ୨୫୦ ଗ୍ରାମ ମିଶ୍ରି, ଏକ ବଡ ଚାମଚ କଟା ପିସ୍ତା ବାଦାମ, ୨-୩ କପ୍ ପାଣି

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଦହି ନିଅନ୍ତୁ । ଏହାକୁ ମନ୍ଥନ ବା ଗ୍ରାଇଣ୍ଡ ସାହାର୍ୟ୍ୟ ସେଥିରୁ ଲହୁଣୀ ବାହାର କରନ୍ତୁ । ସେଥିରେ ମିଶ୍ରି ଓ କଟା ପିସ୍ତା ବାଦାମ ପକାନ୍ତୁ । ପ୍ରସ୍ତୁତ ହୋଇଗଲା ଲହୁଣୀ ମିଶ୍ରି ।

Comments are closed.