ମାଲକାନଗିରିରେ ଉଚ୍ଚସ୍ତରୀୟ ଟିମ୍

0

ମାଲକାନଗିରି : ରାଜ୍ୟ ସରକାରଙ୍କ ୪ ଜଣ ସଚିବସ୍ତରୀୟ ଟିମ୍ ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ଥିବା ଗୁରୁପ୍ରିୟା ସେତୁ ଅଞ୍ଚଳକୁ ଗସ୍ତ କରିଛନ୍ତି। ସେମାନେ ହେଲେ ଆର.ବାଲକ୍ରିଷ୍ଣାନ୍, ମୋନା ଶର୍ମା, ଅଶୋକ ମୀନା, ନଳିନୀ କାନ୍ତ ପ୍ରଧାନ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସେତୁ ଉଦଘାଟନ ହେବା ପରେ ସ୍ବାଭିମାନ ଅଞ୍ଚଳରେ ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ପାଇଁ ଏହି ଟିମ୍ ପହଞ୍ଚିଛନ୍ତି। ଜିଲାପାଳ ମନୀଷ ଅଗ୍ରୱାଲଙ୍କ ସହ ଜିଲା ଅଧିକାରୀମାନେ ମଧ୍ୟ ସେଠାରେ ଉପସ୍ଥିତ ରହିଥିବାର ସୂଚନା ମିଳିଛି।

Leave A Reply