ଚନ୍ଦ୍ର ଓ ମଙ୍ଗଳକୁ ଯାତ୍ରା କରିବା ପରେ ପୃଥିବୀ ପୃଷ୍ଟକୁ ଫେରିବ, ସ୍ପେସ୍‌ଏକ୍ସ ଷ୍ଟାର ସିପର ପରୀକ୍ଷଣ ରକେଟ  

0

ନ୍ୟୁୟର୍କ .-  ସେପ୍ସ୍‌ ଏକ୍ସର ପ୍ରତିଷ୍ଠାତା ଏଲୋନ ମସ୍କ ସ୍ପେସ୍‌ଏକ୍ସ ଷ୍ଟାର ସିପର ପ୍ରଥମ ଫଟୋକୁ ବିଭିନ୍ ସାମାଜିକ ଗଣମାଧ୍ୟମରେ ଅଂଶୀଦାର କରିଛନ୍ତି । ଏହା କମ୍ପୁଟରରେ ତିଆରି କରାଯାଇ ଥିବା ଫଟୋ  ନୁହେଁ ବଂର ପ୍ରକୃତ ଫଟୋ ବୋଲି ଏଥିର  ଉଲ୍ଲେଖ କରିଛନ୍ତି ।

ସ୍ପେସ୍‌ ଏକ୍ସର ଚନ୍ଦ୍ର ଓ ମଙ୍ଗଳ ଅଭିଯାନ ପାଇଁ ଏହି ରକେଟ୍‌କୁ ବ୍ୟବହାର କରାଯାଇ ପାରିବ ।ସିଧା ଏହାକୁ ଉତ୍‌କ୍ଷେପଣ କରାଯିବା ସହ ଏହା ସେହିପରି ଅବତରଣ କରିବ । କେବଳ ସେତିକି ନୁହେଁ ଚନ୍ଦ୍ର ଓ ମଙ୍ଗଳକୁ ଯାତ୍ରା କରିବା ପରେ ଏହି ସ୍ପେସ୍‌ଏକ୍ସ ଷ୍ଟାର ସିପ ରକେଟ ପୃଥିବୀ ପୃଷ୍ଟକୁ ଫେରି ଆସିବ ବୋଲି ଏଲୋନ ମସ୍କ କହିଛନ୍ତି ।

Leave A Reply