ପିସିସି ସଦସ୍ୟଙ୍କ କଂଗ୍ରେସରୁ ଇସ୍ତଫା

0

ସୋରଡା : ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ଜଣାଶୁଣା କଂଗ୍ରେସ ନେତା ତଥା ପିସିସି ସଦସ୍ୟ ଶ୍ରୀ ପ୍ରମୋଦ କୁମାର ବେବର୍ତ୍ତା ପଟ୍ଟନାୟକ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦୀର୍ଘ ୪୧ ବର୍ଷ ହେଲା କଂଗ୍ରେସ ସହ ଜଡିତ ଥିଲେ। ସେ ଦୁଇ ଥର ସୋରଡା ବ୍ଲକ କଂଗ୍ରେସ ସଭାପତି ଗଞ୍ଜାମ ଜିଲ୍ଲା କଂଗ୍ରେସର ଉପ ସଭାପତି ରାଜ୍ୟ କ୍ଷେତ ମଜଦୂର ଚାଷୀ କଂଗ୍ରେସର ଉପଧକ୍ଷ ଥିଲେ। ସେ ସୋମବାର ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତି ଜିଲ୍ଲା କଂଗ୍ରେସ ସଭାପତି ନିକଟ କୁ ପଠାଇଛନ୍ତି।

Leave A Reply