ସୋନିଆ ଗାନ୍ଧି ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଶନିବାର ସୋନିଆ ଗାନ୍ଧିଙ୍କୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ମନୋନୀତ କରାଯାଇଛି। ଦଳ ପାଇଁ ନୂତନ ଅଧ୍ୟକ୍ଷ ନିଯୁକ୍ତ ହେବାଯାଏଁ ସୋନିଆ ଗାନ୍ଧି ଏହି ଦାୟିତ୍ୱରେ ରହିବେ। ପୂର୍ବରୁ ୧୯୯୮ ରୁ ୨୦୧୭ ଯାଏଁ ସୋନିଆ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷା ପଦରେ ରହିଥିଲେ  ।

Comments are closed.