ମହିଳାଙ୍କ ବେକରୁ ଚେନ୍‍ ଲୁଟ୍‍

0

ବାହାନଗା: ବାଲେଶ୍ୱର ଜିଲା ବାହାନଗାରେ ଜଣେ ମହିଳାଙ୍କ ବେକରୁ ୨୮ ଗ୍ରାମ୍‍ର ସୁନା ଚେନ୍‍ ଲୁଟ୍‍ ହୋଇଥିବା ଅଭିଯୋଗ ହୋଇଛି। ୧୬ ନଂ ଜାତୀୟ ରାଜପଥ ସ୍ଥିତ ବାହାନଗା ଡାକ୍ତରଖାନା ସମ୍ମୁଖରେ କେଶରୀପୁର ଅଞ୍ଚଳର ସଂଯୁକ୍ତା ନାୟକ ନାମ୍ନୀ ଜଣେ ମହିଳାଙ୍କଠାରୁ ଏହି ଲୁଟ୍‍ ହୋଇଥିବା ଜଣାପଡ଼ିଛି। ସଂଯୁକ୍ତାଙ୍କ ସ୍ୱାମୀ ଅଜୟ ନାୟକ ସୋରୋ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି।

Leave A Reply