ଦୁଇ ଡାକ୍ତରଖାନାରୁ ନାଗସାପ ଉଦ୍ଧାର

0

ଭଦ୍ରକ: ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଗତ କିଛି ଦିନ ହେଲା ସାପ ଉଦ୍ଧାର ହେବାର ଖବର ଶୁଣିବାକୁ ମିଳୁଛି। ଆଜି ମଧ୍ୟ ଦୁଇଟି ସ୍ଥାନରୁ ସାପ ଉଦ୍ଧାର ହୋଇଥିବା ଜଣାପଡିଛି। ଭଦ୍ରକ ମୁଖ୍ୟ ଡାକ୍ତରଖାନା ମହିଳା ୱାର୍ଡରୁ ନାଗସାପ ଉଦ୍ଧାର ହୋଇଥିବା ବେଳେ ବାରିପଦା ରଙ୍ଗାମାଟିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଚାମ୍ବର ମଧ୍ୟରେ ଏକ ସାପ ଥିବା ଦେଖାଯାଇଛି। ଚାମ୍ବରରେ ଲାଗି ଥିବା ଏକ ଏସି ଉପରେ ସାପକୁ ଦେଖିବାକୁ ମିଳିଥିଲା। ଏହି ସାପ ଦୁଇଟି ଏକ ବିରଳ ପ୍ରଜାତିର ବୋଲି ଜଣାପଡିଛି।

Leave A Reply