ଫୁଲବାଣୀ କଲେଜରେ ସାଇନ-ଏ-ଡାଏ ଘୋଷଣା

0

ଫୁଲବାଣୀ: ଫୁଲବାଣୀ କଲେଜରେ ସାଇନ-ଏ-ଡାଏ ଘୋଷଣା ହୋଇଛି। ଛାତ୍ର ଅଶାନ୍ତି କାରଣରୁ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି। ସେମିଷ୍ଟାର ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଅସନ୍ତୋଷ ଦେଖା ଦେଇଥିଲା। ଏନେଇ ଛାତ୍ରଛାତ୍ରୀମାନେ କଲେଜ ପରିସରରେ ସୋମବାର ରାତିରେ ଭଙ୍ଗାରୁଜା ଓ ପୋଡାଜଳା କରିଥିଲେ। ଏହି ଘଟଣାରେ ପୁଲିସ ୫ଜଣ ଛାତ୍ରଙ୍କୁ ଅଟକ ରଖିଛି।

Leave A Reply