ସର୍ଟସର୍କିଟ୍‍ ରୁ ଅଗ୍ନିକାଣ୍ଡ

0

ଦଙ୍ଗାଗୁଡ଼ା : ଜୟପୁର ର ଦଙ୍ଗାଗୁଡ଼ା ସ୍ଥିତ ଧାନ୍‍ୱୀ ସହରାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପି. ନଗେନ୍ଦ୍ରଙ୍କ ଘର ନମ୍ବର ୧୧୪ରେ ସର୍ଟସର୍କିଟ୍‍ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ଏହି ଅଗ୍ନିକାଣ୍ଡରେ ୨ଟି ମଟରସାଇକେଲ, ଗୋଟିଏ ଟିଭି ସହ ବହୁ ଆସବାବପତ୍ର ଜଳି ଯାଇଛି। ତେବେ ଘର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବାର ଖବର ମିଳିଛି।

Leave A Reply