ସେକ୍ସ ରାକେଟ୍ ଠାବ, ଜଣେ ଯୁବତୀ ଓ ୫ ଯୁବକ ଗିରଫ

0

ରାୟଗଡା : ରାୟଗଡା ଜିଲା ସାଇପ୍ରିୟା ନଗରରେ ଥିବା ଏକ ଭଡା ଘରେ ସେକ୍ସ ରାକେଟ୍ ଠାବ କରାଯାଇଛି । ଏହି ଭଡା ଘରେ ଅନୈତିକ କାରବାର ଚାଲୁଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି ପୁଲିସ ଉକ୍ତ ଭଡା ଘରେ ଚଢଉ କରିଥିଲା। ଚଢଉ ବେଳେ ଜଣେ ଯୁବତୀ ଓ ୫ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି ।

Leave A Reply