ତଲ୍‍ପଦର୍‍ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ

0

ବରଗଡ଼ : ତଲ୍‍ପଦର୍‍ ସରକାରୀ ବିଦ୍ୟାଳୟରେ ହିନ୍ଦୀ ଦିବସ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ତଲ୍‍ପଦର୍‍ ୟୁନିୟନ ବ୍ୟାଙ୍କ ଶାଖା ପରିଚାଳକ ବି.ଆର. ସିଂହ ଯୋଗ ଦେଇଥିଲେ। ଏତଦ୍‍ ବ୍ୟତୀତ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ୱେତ କୁମାର ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।

Leave A Reply