ଶୀତଳଷଷ୍ଠୀ ଯାତ୍ରା ସମୟରେ ଯୁବକଙ୍କୁ  ହତ୍ୟା

0

ସମ୍ବଲପୁର  :ସମ୍ବଲପୁର ସହରରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଚାଲିଥିବା ବେଳେ ଜଣେ ଯୁବକଙ୍କୁ  ହତ୍ୟା କରାଯାଇଥିବା ଖବର ମିଳିଛି। ଶୀତଳଷଷ୍ଠୀ ଶୋଭାଯାତ୍ରା ଚାଲିଥିବ ବେଳେ  ଫାଟକ ଅଞ୍ଚଳର ଏହି ଯୁବକଙ୍କୁ  ହତ୍ୟା କରାଯାଇଛି। ତେବେ ହତ୍ୟାର କାରଣ ସ୍ପଷ୍ଟ ଜଣାପଡି ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply