ଶ୍ରାବଣ ମାସରେ ଧନ ପ୍ରାପ୍ତି ପାଇଁ ଆପଣାନ୍ତୁ ଏହି ଉପାୟ
ଶ୍ରାବଣ ମାସ ମାହାଦେବ ଶିବଙ୍କର ପ୍ରିୟ ମାସ ବୋଲି ମାନ୍ୟତା ମିଳିଛି । ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରିବା ଦ୍ବାରା ଅଷେଶ କୃପା ପ୍ରାପ୍ତି ହୋଇଥାଏ । ଭୋଳାବାବାଙ୍କ ଆର୍ଶୀବାଦରୁ ଘର ଧନ-ସମୃଦ୍ଧିରେ ପୁରି ଉଠେ । ତେବେ ଆସନ୍ତୁ ଜାଣିବା ଶ୍ରାବଣ ମାସରେ ଧନ ପ୍ରାପ୍ତିର ଉପାୟ ବିଷୟରେ…..
ନିୟମିତ ଭାବରେ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତୁ ।
ପ୍ରାତଃ ଏବଂ ସନ୍ଧ୍ୟା ସମୟରେ ଭଗବାନ ଶିବଙ୍କୁ ପୂଜା କରିବା ସହ ଦରିଦ୍ରତାନାଶ ମନ୍ତ୍ର ଜପ କରନ୍ତୁ ।
‘‘ମନ୍ତ୍ର : ଓଁ ଦାରିଦ୍ର୍ୟ ଦୁଃଖ ଦହନାୟ ନମଃ ଶିବାୟ’’
ନିଜ ସାର୍ମଥ୍ୟ ଅନୁଯାୟୀ ପ୍ରତିଦିନ କିଛି ଅର୍ଥ ଅବଶ୍ୟ ଦାନ କରନ୍ତୁ ।
Comments are closed.