ଆସନ୍ତାକାଲି ମୁକ୍ତିଲାଭ କରିବ ‘ସଞ୍ଜୁ’

0

ମୁମ୍ବଇ : ସଞ୍ଜୟ ଦତ୍ତଙ୍କ ଜୀବନ ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର ସଞ୍ଜୁ ଆସନ୍ତାକାଲି ଶୁକ୍ରବାର ମୁକ୍ତିଲାଭ କରିବ। ରାଜକୁମାର ହିରାନୀଙ୍କ ନିର୍ଦେଶନାରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କ ଭୁମିକାରେ ରଣବୀର କପୁର ଅଭିନୟ କରିଥିବା ବେଳେ ତାଙ୍କ ପିତା ସୁନିଲ ଦତ୍ତଙ୍କ ଭୁମିକାରେ ନଜର ଆସିବେ ପରେଶ ରାୱଲ। ଏଥିରେ ଅନୁ ଶର୍ମା, ସୋନମ କପୁର , ଦିଆ ମିର୍ଜାଙ୍କ ଭଳି କଳାକାର ନଜର ଆସିବେ। ପୂର୍ବରୁ ଦର୍ଶକ ଏହାର ଟେଲରକୁ ବେଶ ପସନ୍ଦ କରିଥିଲେ। ଆସନ୍ତାକାଲି ଶୁକ୍ରବାର ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ। ସମଗ୍ର ଦେଶରେ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର।

Leave A Reply