ସାମସଙ୍ଗ୍‍ ଗାଲାକ୍ସି ନୋଟ୍‍-୯, ଫାଇନ୍‍ ଗୋଲ୍ଡ ମଡେଲର ମୂଲ୍ୟ ୪୦ଲକ୍ଷ ଟଙ୍କା

0

ନୂଆଦିଲ୍ଲୀ : ସାମସଙ୍ଗ୍‍ର ନୂଆ ଫ୍ଲାଗସିପ୍‍ ଗାଲାକ୍ସି ନୋଟ୍‍-୯, ଅଗଷ୍ଟ ମାସ ୨୨ତାରିଖରେ ଭାରତରେ ଲଞ୍ଚ୍‍ ହେବାକୁଯାଉଛି । ଏଥିପାଇଁ କରାଯାଉଥିବା ପ୍ରି-ଅର୍ଡର ଅଗଷ୍ଟ ୨୧ରେ ଶେଷ ହେବ। ‘ଗାଲାକ୍ସି ନୋଟ୍‍-୯’ର ୬ଜିବି ରାମ୍‍ ୧୨୮ଜିବି ଷ୍ଟୋରେଜର ମୂଲ୍ୟ ୬୭,୯୦୦ଟଙ୍କା। କିନ୍ତୁ ଏହି ଫୋନ୍‍ର ଆଉ ଏକ ମଡେଲ ରହିଛି ଯାହାର ମୂଲ୍ୟ ହେଉଛି ୪୦ ଲକ୍ଷ ଟଙ୍କା।

ସାମସଙ୍ଗ୍‍ ଗାଲାକ୍ସି ନୋଟ-୯ ଏହି ମଡେଲକୁ ଋଷର ସ୍ମାର୍ଟଫୋନ୍‍ ନିର୍ମାତା କମ୍ପାନୀ ‘କ୍ୟାବିୟର’ ପ୍ରସ୍ତୁତ କରିଛି। କମ୍ପାନୀ ତରଫରୁ ଏହି ଫୋନ୍‍ର ପଛପଟ ପ୍ୟାନେଲରେ ୧କିଲୋଗ୍ରାମ ସୁନା ଲଗାଯାଇଛି। ସାମସଙ୍ଗ୍‍ ଗାଲାକ୍ସି ନୋଟ-୯ର ଫାଇନ୍‍ ଗୋଲ୍ଡ ମଡେଲ, ଅଥବା ୧କିଲୋଗ୍ରାମ ସୁନା ଥିବା ମଡେଲର ମୂଲ୍ୟ ୩୯,୯୫,୨୪୭ଟଙ୍କା। ତେବେ ୫୧୨ଜିବି ଷ୍ଟୋରେଜ୍‍ ଥିବା ମଡେଲକୁ ୪୦ଲକ୍ଷ ଟଙ୍କା ମୂଲ୍ୟରେ କିଣିପାରିବେ।

 

 

Leave A Reply