ଭୀମସାରରେ ଅଗ୍ନିକାଣ୍ଡ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ

ସମ୍ବଲପୁର: ବୀର ସୁରେନ୍ଦ୍ର ସାୟ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି । ହୃଦରୋଗ ବିଭାଗ ନିକଟରେଥିବା ଜେନେରେଟର ରୁମରେ ଅଗ୍ନି ଲାଗିଥିବା ଜଣାପଡ଼ିଛି । ଏହାଫଲରେ ୪୦ ମିନିଟ ଧରି ସମ୍ପୂର୍ଣ୍ଣ ଭୀମସାର ଅନ୍ଧାରରେ ରହିବାରୁ ରୋଗୀମାନଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଥିଲା । ଘଟାଣା ସ୍ଥଲରେ ଅଗ୍ନିଶମ ବାହିନୀ ପହଞ୍ଚି  ନିଆକୁ ଆୟତ୍ତ କରିଥିଲେ ।

Comments are closed.