’ସମାଜ’ କର୍ମଚାରୀଙ୍କୁ ହତ୍ୟା

0

ସମ୍ବଲପୁର : ’ସମାଜ’ର ବିଡିଇ ପ୍ରତାପ ମହାପାତ୍ରଙ୍କୁ ସୋମବାର ବିଳମ୍ବିତ ରାତିରେ ବଲାଙ୍ଗୀରଠାରେ ହତ୍ୟା କରାଯାଇଛି। ତେବେ ହତ୍ୟାର କାରଣ ଜଣାପଡି ନାହିଁ।

Leave A Reply